ଶବ୍ଦାର୍ଥ:

ଖଞ୍ଜାବାଡ଼ି
ଉଚ୍ଚାରଣ: Khan̄jābāṟḍ̠i

ଦେ. ବି —

ଜମିବାଡ଼ି; ବୃତ୍ତି — Landed tenures or holdings; landed property.

ସୁଖେ ଏବେ ଆମ୍ଭଙ୍କୁ ମିଳିବ ଖଞ୍ଜାବାଡ଼ି, ଶୁଣି ତା ନୂଆ ୟମ ବସିଲେ ନିଶ ମୋଡ଼ି ପୀତାମ୍ବର. ନୃସିଂହପୂରାଣ