ଶବ୍ଦାର୍ଥ:
ଖଞ୍ଜାଖଞ୍ଜି — ଉଚ୍ଚାରଣ: Khan̄jākhan̄ji
ଦେ. ବି —
୧: ଖଞ୍ଜିବା କର୍ମ; ସଜ୍ଜୀକରଣ — ୧. Act of equipping or furnishing.
୨: ନାନାଦି ବସ୍ତୁ ଖଞ୍ଜିବା କର୍ମ — ୨. The act of equipping or decorating many things.