ଶବ୍ଦାର୍ଥ:

ଖଞ୍ଜାକାଟ
ଉଚ୍ଚାରଣ: Khan̄jākāṭa

ଦେ. ବି. —

୧: ଦେବତାମାନଙ୍କ ସେବକମାନେ ଯେଉଁ ଦେବୋତ୍ତର ବୃତ୍ତି ଚାଷ ବା ଦଖଲ କରୁଥାନ୍ତି, ସେମାନଙ୍କ ଦ୍ବାରା ସଂପନ୍ନ ସେବା ଓ ଭୋଗ ଆଦିର ମୂଲ୍ୟ ନିମନ୍ତେ ସେ ଜମିର ଖଜଣାରୁ ଯେଉଁ ଅଂଶ କଟି ଯାଏ — ୧. Amount deducted from the proper rent of lands held by the servants of a Deity in lien of services rendered or offerings supplied by them.

୨: ଉକ୍ତ ରୀତି ବା ପ୍ରଥା —୨. The above system or custom of deducting the price of action.

୩: ସେବାଦି ନିୟମିତ ବ୍ୟୟରୁ କର୍ତ୍ତକ — ୩. Deducted form the reguler expense of service.

ଦେ. ବିଣ —

ଖଞ୍ଜାକାଟ ପ୍ରଣାଳୀରେ ସେବକମାନେ ଭୋଗ କରୁଥିବା ଜମି —(Land) Held under the system of Khanājākāṭa.