ଶବ୍ଦାର୍ଥ:

ଖଞ୍ଜରୀଟ
ଉଚ୍ଚାରଣ: Khan̄jarīṭa

ସଂ. ବି. (ଖଞ୍ଜ+ଋ ଧାତୁ +କର୍ତ୍ତୃ. ଇଟ) —

ଖଞ୍ଜନପକ୍ଷୀ; କଜଳପାତି — A species of wagtail.

ଗତାଳସ ନାଟପଟୁ ଖଞ୍ଜକୀଟପରାଯେ ଆସିଲା ତକଡ଼ି କବିସୂର୍ଯ୍ୟ କିଶୋର ଚମୂ. ଗ ଗୀତ