ଶବ୍ଦାର୍ଥ:
ଖଞ୍ଜରୀଟ — ଉଚ୍ଚାରଣ: Khan̄jarīṭa
ସଂ. ବି. (ଖଞ୍ଜ+ଋ ଧାତୁ +କର୍ତ୍ତୃ. ଇଟ) —
ଖଞ୍ଜନପକ୍ଷୀ; କଜଳପାତି — A species of wagtail.
ଗତାଳସ ନାଟପଟୁ ଖଞ୍ଜକୀଟପରାଯେ ଆସିଲା ତକଡ଼ି କବିସୂର୍ଯ୍ୟ କିଶୋର ଚମୂ. ଗ ଗୀତ