ଶବ୍ଦାର୍ଥ:

ଖଞ୍ଜର
ଉଚ୍ଚାରଣ: Khan̄jara
খঞ্জর खञ्जर

ବୈଦେ. ବି. (ଫା) —

କଟାର; ଛୋରା — Dagger.

[ଦ୍ର—ଗୋପୀନାଥ ନନ୍ଦ ଏ ଶଦ୍ଦକୁ 'ୟାବନିକ' ଉଲ୍ଲେଖ କରି ଏହାର ଅର୍ଥ'ଗୋଳା' ଥିବାର ଲେଖି ଅଛନ୍ତି ଏହା ଭ୍ରମାତ୍ମକ]