ଶବ୍ଦାର୍ଥ:
ଖଞ୍ଜନାକ୍ଷୀ — ଉଚ୍ଚାରଣ: Khan̄janākshī
ଦେ. ବିଣ. ସ୍ତ୍ରୀ (ବହୁବ୍ରୀହି; ଖଞ୍ଜନ+ଅକ୍ଷି+ସ୍ତ୍ରୀ. ଈ) —
ଖଞ୍ଜନନୟନୀ (ଦେଖ) Khan̄jananayanī(See)
ଖେଳା ଭୋଳା ଖଞ୍ଜନାକ୍ଷୀ ସାହାସ ବଲୁରେ କବିସୂର୍ଯ୍ୟ.କିଶୋରୀଚମ୍ପୁ.ଖ ଗୀତ