ଶବ୍ଦାର୍ଥ:

ଖଞ୍ଜନରତ
ଉଚ୍ଚାରଣ: Khan̄janarata

ସଂ. ବି. (ଖଞ୍ଜନ+ରତ; ଖଞ୍ଜନପକ୍ଷୀର ରତି ଅତି ଗୁପ୍ତ ଥିବାରୁ) —

ଋଷିମାନଙ୍କର ଗୋପନୀୟ ମୈଥୁନ — Cohabitation of saints (Which they do very secretly).