ଶବ୍ଦାର୍ଥ:
ଖଞ୍ଜନରତ — ଉଚ୍ଚାରଣ: Khan̄janarata
ସଂ. ବି. (ଖଞ୍ଜନ+ରତ; ଖଞ୍ଜନପକ୍ଷୀର ରତି ଅତି ଗୁପ୍ତ ଥିବାରୁ) —
ଋଷିମାନଙ୍କର ଗୋପନୀୟ ମୈଥୁନ — Cohabitation of saints (Which they do very secretly).