ଶବ୍ଦାର୍ଥ:
ଖଞ୍ଜନନୟନା — ଉଚ୍ଚାରଣ: Khan̄jananayanā
ସଂ. ବିଣ. ସ୍ତ୍ରୀ (ବହୁବ୍ରୀହ; ଖଞ୍ଜନନୟନ ପରି ନୟନ ୟାହାର) (ଖଞ୍ଜନ+ନୟନ+ଆ) —
ଖଞ୍ଜନନୟନୀ (ଦେଖ) Khan̄jananayanī (See)