ଖଞ୍ଜନନୟନୀ

(ଖଞ୍ଜନନଯନୀରୁ ଲେଉଟି ଆସିଛି)

ଶବ୍ଦାର୍ଥ:

ଖଞ୍ଜନନୟନୀ
ଉଚ୍ଚାରଣ: Khan̄jananayanī

ଦେ. ବିଣ. ସ୍ତ୍ରୀ (ସଂ. ଖଞ୍ଜନନୟନା) —

ଯେଉଁ ସ୍ତ୍ରୀର ଆଖିର ଗୋଳକ କଳା ଓ ଖଞ୍ଜନପକ୍ଷୀପରି ସର୍ବଦା ଅସ୍ଥିର —A woman whose eye-balls are black and moving like the wagtail.