ଶବ୍ଦାର୍ଥ:
ଖଞ୍ଜଣିଚକ୍ର — ଉଚ୍ଚାରଣ: Khan̄jaṇichakra
ଦେ. ବି —
(ବ୍ରହ୍ମଜ୍ଞାନ ମତରେ) ଗୋଡ଼ର ନଳିହାଡ଼ ଉପରେ ଥିବା ଆଣ୍ଠୁର ହାଡ଼ଚକ୍ର — Knee-bone.
ତହିଁ ଉପରେ ଆଣ୍ଠୁ ଆନ ଚକ୍ର ତାହାକୁ ବୋଲିଟି ଖଞ୍ଜଣି ଚକ୍ର ପ୍ରାଚୀ. ପଇଚେଗୀତା