ଶବ୍ଦାର୍ଥ:

ଖଞ୍ଜଣିଚକ୍ର
ଉଚ୍ଚାରଣ: Khan̄jaṇichakra

ଦେ. ବି —

(ବ୍ରହ୍ମଜ୍ଞାନ ମତରେ) ଗୋଡ଼ର ନଳିହାଡ଼ ଉପରେ ଥିବା ଆଣ୍ଠୁର ହାଡ଼ଚକ୍ର — Knee-bone.

ତହିଁ ଉପରେ ଆଣ୍ଠୁ ଆନ ଚକ୍ର ତାହାକୁ ବୋଲିଟି ଖଞ୍ଜଣି ଚକ୍ର ପ୍ରାଚୀ. ପଇଚେଗୀତା