ଶବ୍ଦାର୍ଥ:

ଖଞ୍ଜଣି
ଉଚ୍ଚାରଣ: Khan̄jaṇi
খঞ্জনী खञ्जरी

ଦେ. ବି. (ସଂ. ଖଞ୍ଜରୀଟ=ସଙ୍ଗୀତର ତାଳବିଶେଷ) —

୧: ଏକ ମୁହାଁ ଚମ ଛୁଆଣୀ ମାଟି ବା କାଠର ବାଦ୍ୟ ଯନ୍ତ୍ର — ୧. Tambour; tambourine; a small flat drum with only one skin, the other side being open.

[ ଦ୍ର—ଏହା ଗୋଟିଏ ଗୋଲ ୩୪: ଆଙ୍ଗୁଳ ଚଉଡ଼ା କାଠ ବା ମାଟିର ବଳୟର ଏକ ପାଖରେ ଚମଡ଼ା ଛୁଆଣି ଓ ଅନ୍ୟପାଖ ଖୋଲାଥିବା ବାଦ୍ୟ ଏହାକୁ ବାମହାତରେ ଧରି ଡାହାଣ ହାତ ଆଙ୍ଗିଠିରେ ବଜାନ୍ତି; ଏଥିରେ ସମୟସମୟରେ କ୍ଷୁଦ୍ର ଝାଞ୍ଜ ଖଞ୍ଜା ଥାଏ ଖଞ୍ଜଣି ବଜାଇବା ସଙ୍ଗେ ସଙ୍ଗେ ସଂଯୁକ୍ତ ଝାଞ୍ଜ ମଧ୍ୟ ବାଜେ ଭଜନାଦି ବୋଲିବା ବେଳେ ଏହି ଯନ୍ତ୍ରକୁ ବଜାନ୍ତି]

୨: ସଜ୍ଜା; ଅଳଙ୍କରଣ; ସଜ୍ଜାଇବା — ୨. Equipment; decoration.

କେତେଠାରେ କେତୋ ରତ୍ନ ଖଞ୍ଜଣି ପ୍ରାଚୀ. ରହସ୍ୟମଞ୍ଜରୀ