ଶବ୍ଦାର୍ଥ:

ଖଞ୍ଜଖାଞ୍ଜ
ଉଚ୍ଚାରଣ: Khan̄jakhān̄ja

ଦେ. ବି —

୧: ସୁବିଧା —୧. Opportunity.

୨: ତାକତରକ; ଗୋପନରେ ଉପାୟ — ୨. Secret contrivance.



<entry>

ଖଞ୍ଜଖାଞ୍ଜିଆ
ଉଚ୍ଚାରଣ: Khan̄jakhān̄jiā
ଦେ. ବିଣ —

ଖଞ୍ଜିଆ (ଦେଖ) Khan̄jiā (See)

</entry>