ଶବ୍ଦାର୍ଥ:
ଖଞ୍ଜକ — ଉଚ୍ଚାରଣ: Khan̄jaka (ଖଞ୍ଜିକା—ସ୍ତ୍ରୀ)
ସଂ. ବିଣ. ପୁଂ. (ଖଞ୍ଜ୍ ଧାତୁ+କର୍ତ୍ତୃ. ଅକ) —
୧: ଛୋଟେଇ ଛୋଟେଇଚାଲୁଥିବା —୧. Limping.
୨: ଛୋଟା —୨. Lame.