ଶବ୍ଦାର୍ଥ:

ଖଜ୍ରିଆ
ଉଚ୍ଚାରଣ: Khajriā

ପ୍ରାଦେ. (ସମ୍ବଲପୁର) ବି. (ସଂ. ଖଜ୍ଜରକ=କଙ୍କଡ଼ାବିଚ୍ଛା) —

୧: ଶତପଦୀ; ତିନ୍ତୁଳିଆ ବିଛା — ୧. Centipede.

୨: ଖଜୁରି ଗଛରୁ ତାଡ଼ି ସଂଗ୍ରହ କରିବା ଜାତିବିଶେଷ — ୨. The class of persons who prepare wine out of date trees.