ଶବ୍ଦାର୍ଥ:

ଖଜୁରିରସ
ଉଚ୍ଚାରଣ: Khajurirasa
খেজুরেররস; রস खजुरकारस

ଦେ. ବି —

ଖଜୁରି ଗଛରୁ ବହିବା ନିର୍ୟ୍ୟାସ; ତାଡ଼ି ମଦ — Date juice; toddy.

[ ଦ୍ର—ଏହା ତଟକା ଥିଲେ ଏଥିରେ ନିଶା ହୁଏ ନାହିଁ; ଏହା ସେ ଅବସ୍ଥାରେ ପୁଷ୍ଟିକର ଓ ରୋଚକ କିନ୍ତୁ ଏହା ବାସି ହୋଇଗଲେ ଅର୍ଥାତ୍ ସୂର୍ଯ୍ଯୋଦୟ ପରେ ଆମ୍ବିଳା ଓ ମଦୁଆ (ମାଦକ) ହୋଇଯାଏ ଏ ଦେଶରେ ଛୋଟ ଜାତିର ଲୋକମାନେ ଓ ରସକୁ ପିଅନ୍ତି ଓ ଏହାକୁ 'ମଦ' ବୋଲି ଡାକନ୍ତି ବଙ୍ଗଦେଶରେ ଖଜୁରି ରସରୁ ଗୁଡ଼ ତିଆରି ହୁଏ ମଇଦାରେ ଖଜୁରି ରସ ମିଶାଇଲେ ପାଉଁରୁଟୀ ଖୁବ୍ ଫୁଲୁକା ହୁଏ ]