ଶବ୍ଦାର୍ଥ:

ଖଜୁରିପିଞ୍ଛ
ଉଚ୍ଚାରଣ: Khajuripin̄chha

ଦେ. ବି —

ଖଜୁରିପତ୍ରରେ ନିର୍ମିତ ଚଅଁର — A fan-like chourie made from a date branch.

[ ଦ୍ର—ଖଜୁରିର ଡ଼ାଳକୁ ଆଣି ମୂଳ ପତ୍ରୟାକ ଛେଲିଦେଇ ଅଗ୍ର ପତ୍ର ଡାଳରେ ଲାଗିଥିବା ଅବସ୍ଥାରେ ତାହା ଗ୍ଭମର ଭଳିଆ ଦିଶେ; ତାକୁ ଗୋବର ପାଣିରେ ବୁଡ଼ାଇ ତଦ୍ଦ୍ବାରା ଧାନ ଗଛରେ ଗୋବର ପାଣି ଛାଟୁଲେ ଗୋବର ଧାନ ଗଛରେ ବୋଳି ହୋଇଯାଏ ଓ ଗୋବର ଗନ୍ଧରେ ଗୋରୁ ଉକ୍ତ ଧାନ ଗଛକୁ ଖାଆନ୍ତି ନାହିଁ

ଆହୁରି ମଧ୍ୟ ଗୋରୁମାନଙ୍କ ଦେହରେ ମସା ଡାଉଁଶ ଆଦି ବସି ତାଙ୍କୁ କାଲୁବାଲୁ କଲେ ଗୋରୁରଖୁଆଣ ଓ ଚଅଁରକୁ ଗୋରୁଙ୍କ ଦେହରେ ଆସ୍ତେ ଆସ୍ତେ ବାଡ଼େଇ ମାଛି ଡାଉଁଶଆଦିକୁ ଉଡ଼ାଇଦିଏ ]