ଶବ୍ଦାର୍ଥ:

ଖଜୁରିପଟି
ଉଚ୍ଚାରଣ: Khajuripaṭi

ଦେ. ବି (ସଂ. ଖର୍ଜୂର+ପଟ୍ଟିକା) —

ଖଜୁରି ପତ୍ରରେ ବୁଣା ହୋଇଥିବା ପଟି ବା ଆସନ — A mat made of date leaves intertwined.

[ ଦ୍ର—ଆମ ଦେଶରେ ଘୁଷୁରିଆ ଜାତିର ସ୍ତ୍ରୀମାନେ ଏହାକୁ ବୁଣିବାରୁ ଏହାକୁ 'ଘୁଷୁରିଆ ପଟି ' ବୋଲାଯାଏ ଏ ପଟିର ମୂଲ୍ୟ ଅଳ୍ପ ତେଣୁ ଗରିବ ଲୋକମାନେ ମସିଣା ଓ ମୁନ୍ଦୁରା ପରିବର୍ତ୍ତରେ ଏହାକୁ ବ୍ୟବହାର କରନ୍ତି]