ଶବ୍ଦାର୍ଥ:
ଖଜୁରିଛାଲିଆ — ଉଚ୍ଚାରଣ: Khajurichhāliā
ଦେ. ବି. —
୧: ଖଜୁରିଛାଲି (ଦେଖ) Khajurichhāli (See)
୨: କବାଟରେ ଲାଗିବା ଏକପ୍ରକାର ପାତଳା କଣ୍ଟା — ୨. A kind of iron nails which are driven into door planks.