ଶବ୍ଦାର୍ଥ:

ଖଜୁରିଛାଲିଆ
ଉଚ୍ଚାରଣ: Khajurichhāliā

ଦେ. ବି. —

୧: ଖଜୁରିଛାଲି (ଦେଖ) Khajurichhāli (See)

୨: କବାଟରେ ଲାଗିବା ଏକପ୍ରକାର ପାତଳା କଣ୍ଟା — ୨. A kind of iron nails which are driven into door planks.