ଶବ୍ଦାର୍ଥ:

ଖଜୁରିଛାଲି
ଉଚ୍ଚାରଣ: Khajurichhāli

ଦେ. ବି (ସଂ. ଖର୍ଜୂରି ଓ ଛଲ୍ଲି) —

୧: ଖଜୁରିର ଡାଳ (ଏ ଡାଳରେ ମୂଳରୁ ଅଗ୍ରଭାଗ ପର୍ଯ୍ୟନ୍ତ ସରୁ— ସରୁ କଣ୍ଟାଳିଆ ଲମ୍ବ ପତ୍ର ଥାଏ; ଏହି ଛାଲ ଅନେକ ଦୈନନ୍ଦିନ କାର୍ୟ୍ୟରେ ଲାଗେ) —୧ Branch of date palm tree.

୨: ଖଜୁରି ଡାଳର ମୂଳରେ ଥିବା ଅତି ଟାଣୁଆ ଓ ମୁନିଆଁ ଖଜୁରିପତ୍ର — ୨. The long , hard and sharp pointed leaves of a date palm near the trunk.

[ ଦ୍ର—ଏହା ଗୋଡ଼ରେ ଭୁରିଗଲେ ବଡ଼ କଷ୍ଟ ଦିଏ ଫସଲ ବିଲରେ ଲୋକଙ୍କ ଯିବାଆସିବା ବନ୍ଦ କରିବାପାଇଁ କ୍ଷେତ୍ରସ୍ବାମୀ ଗୁଡ଼ିଏ ଖଜୁରି ଛାଲି ପକାଇ ଥାଏ ମାଛଥିବା ପୋଖରୀରେ ରାତିର ଲୋକ ପଶି ଚୋରି ନ କରି ପାରିବାପାଇଁ ମଧ୍ୟ କେହି କେହି ପାଣି ଭିତରେ ଖଜୁରି ଛାଲିଆ ପକାନ୍ତି ]