ଶବ୍ଦାର୍ଥ:

ଖଜୁରିଛାଞ୍ଚୁଣୀ
ଉଚ୍ଚାରଣ: Khajurichhan̄chuṇī

ଦେ. ବି —

ଏକାଧିକ ଖଜୁରି ଡ଼ାଳରେ ବନ୍ଧାହୋଇ ତିଆରି ହୋଇଥିବା ସମ୍ମାର୍ଜନୀ — The sweeping brush made of date-branches tied together.