ଶବ୍ଦାର୍ଥ:
ଖଜୁରିଛାଞ୍ଚୁଣୀ — ଉଚ୍ଚାରଣ: Khajurichhan̄chuṇī
ଦେ. ବି —
ଏକାଧିକ ଖଜୁରି ଡ଼ାଳରେ ବନ୍ଧାହୋଇ ତିଆରି ହୋଇଥିବା ସମ୍ମାର୍ଜନୀ — The sweeping brush made of date-branches tied together.