ଶବ୍ଦାର୍ଥ:
ଖଜୁରିକନ୍ଦା — ଉଚ୍ଚାରଣ: Khajurikandā
ଦେ. ବି (ସଂ. ଖର୍ଜୂର+ସ୍କନ୍ଧ) —
ଖଜୁରି ଗଛର ବେକପାଖରେ ଥିବା ସୁଖାଦ୍ୟ କୋମଳ ଅଂଶ —The soft edible inner substance at the bulb of a date palm tree.