ଶବ୍ଦାର୍ଥ:

ଖଜୁରିକନ୍ଦା
ଉଚ୍ଚାରଣ: Khajurikandā

ଦେ. ବି (ସଂ. ଖର୍ଜୂର+ସ୍କନ୍ଧ) —

ଖଜୁରି ଗଛର ବେକପାଖରେ ଥିବା ସୁଖାଦ୍ୟ କୋମଳ ଅଂଶ —The soft edible inner substance at the bulb of a date palm tree.