ଶବ୍ଦାର୍ଥ:

ଖଜୁରିଆ
ଉଚ୍ଚାରଣ: Khajuriā
খেজুরে গাঁখনী खङजा

ଦେ. ବି. —

(ଖଜୁରି ଗଛର ପତ୍ର ଡାଳରେ ସଜ୍ଜିତ ହେଲା ପରି ଇଟାଗୁଡ଼ିକ ସଜ୍ଜିତ ହେବାରୁ)—୧: କୋଠାର ଗାନ୍ଥିନୀ ବା ମେଦିଆରେ ଚୂନ ଦେଇ ଇଟାକୁ ଡେର ବାଗରେ ବସାଇବାର ପ୍ରଣାଳୀ —Mode of setting bricks in a standing position in masonry-work.

୨: ଖଜୁରିପତ୍ର ପରି ତଲେଇ ବା ପଟ୍ଟୀରୁ ବାଉଁଶପାତିଆ ବୁଣିବା ପ୍ରଣାଳୀ —୨. Mode of weaving wicker-work like a row of date palm leaves.