ଶବ୍ଦାର୍ଥ:
ଖଜାପଟା — ଉଚ୍ଚାରଣ: Khajāpaṭā
ଦେ. ବି —
ଗୁଡ଼ିଆମାନେ ଯେଉଁ ପଟାରେ ଆଉଟା ହେଉ— ଥିବା ଖଣ୍ଡକୁ ଖଜା କରିବାପାଇଁ କୁଢ଼ କୁଢ଼ କରି ଢାଳନ୍ତି —A plank on which confectioners lay masses of boiled sugar to make Khajā.