ଶବ୍ଦାର୍ଥ:

ଖଜଣା ପଟେଇବା
ଉଚ୍ଚାରଣ: Khajaṇā paṭeibā
খাজনাদাখিলকরা खचानापटाना

ଦେ. କ୍ରି —

ରାଜାଙ୍କର ବା ଜମିଦାରଙ୍କର ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ନିକଟରେ ଆପଣାର ଦେୟ ରାଜସ୍ବ ଦାଖଲ କରିବା —To pay or deposit one's public demands at the Government's or Landlord's Treasury.