ଶବ୍ଦାର୍ଥ:

ଖଚ୍ଖଚାଇବା
ଉଚ୍ଚାରଣ: Khachkhachāibā

ପ୍ରାଦେ. (ସମ୍ବଲପୁର) କ୍ରି —

୧: ବିରକ୍ତ କରିବା — ୧. To vex.

୨: ଉପର୍ୟ୍ଯୁପରି ପ୍ରଶ୍ନ କରି ବିରକ୍ତ କରିବା — ୨. To vex by repeated questionings.