ଶବ୍ଦାର୍ଥ:

ଖଚୁଆ ରାଜ୍ୟ
ଉଚ୍ଚାରଣ: Khachuā rājya

ଦେ. ବି —

ଯେଉଁ ରାଜ୍ୟର ରାଜା ବା ହାକିମମାନେ ଚୁଗାଲି ଶୁଣନ୍ତି, ଚୁଗୁଲିଆଙ୍କୁ ପ୍ରଶ୍ରୟ ଦିଅନ୍ତି ଓ ସେହି ଶୁଣା ଚୂଗୁଲି କଥାରେ ବିଶ୍ବାସ କରି ଲୋକଙ୍କୁ ତଣ୍ଡନ୍ତି — A place or kingdom where back-biters reign supreme (i.e. where the authorities are led to act on the report of the back-biters.)