ଶବ୍ଦାର୍ଥ:

ଖଚୁଆ ତରା
ଉଚ୍ଚାରଣ: Khachuā tarā

ଦେ. ବି —

ପାହାନ୍ତିଆ ତାରା — Morning Star.

[ଦ୍ର—ଏ ତାରା କେତେକ ମାସ ରାତି ନ ପାହୁଣୁ ଓ କେତେକ ମାସ ରାତି ପହରକ ପର୍ଯ୍ୟନ୍ତ ଦେଖାଯିବାରୁ ଲୋକ ବିଶ୍ବାସ ଯେ ଏ ପୃଥିବୀର ଲୋକଙ୍କ ନାମରେ ୟମ ଆଗରେ ଯାଇ ଖଚ କହେ]