ଶବ୍ଦାର୍ଥ:
ଖଚୁଆ ତରା — ଉଚ୍ଚାରଣ: Khachuā tarā
ଦେ. ବି —
ପାହାନ୍ତିଆ ତାରା — Morning Star.
[ଦ୍ର—ଏ ତାରା କେତେକ ମାସ ରାତି ନ ପାହୁଣୁ ଓ କେତେକ ମାସ ରାତି ପହରକ ପର୍ଯ୍ୟନ୍ତ ଦେଖାଯିବାରୁ ଲୋକ ବିଶ୍ବାସ ଯେ ଏ ପୃଥିବୀର ଲୋକଙ୍କ ନାମରେ ୟମ ଆଗରେ ଯାଇ ଖଚ କହେ]