ଖଚିତ
ଖଚିତ —
ଉଚ୍ଚାରଣ: Khachita
ସଂ. ବିଣ. (ଖଚ୍ ଧାତୁ=ଯୁକ୍ତ ହେବା+କର୍ମ. ତ) —
୧: ଜଡ଼ିତ; ରଚିତ —୧. Studded; set.
୨: ମିଶ୍ରିତ; କରମ୍ବିତ — ୨. Mixed; combined with (M.W.)
୩: ବ୍ୟାପ୍ତ —୩. Spread.
୪: ଅନ୍ତର୍ନିହିତ; ମଝିରେ ବସା ଯାଇଥିବା — ୪. Inlaid.
୫: ବଦ୍ଧ —୫. Bound.
୬: ରଞ୍ଜିତ —୬. Adorned.