ଶବ୍ଦାର୍ଥ:

ଖଚିତ
ଉଚ୍ଚାରଣ: Khachita

ସଂ. ବିଣ. (ଖଚ୍ ଧାତୁ=ଯୁକ୍ତ ହେବା+କର୍ମ. ତ) —

୧: ଜଡ଼ିତ; ରଚିତ —୧. Studded; set.

୨: ମିଶ୍ରିତ; କରମ୍ବିତ — ୨. Mixed; combined with (M.W.)

୩: ବ୍ୟାପ୍ତ —୩. Spread.

୪: ଅନ୍ତର୍ନିହିତ; ମଝିରେ ବସା ଯାଇଥିବା — ୪. Inlaid.

୫: ବଦ୍ଧ —୫. Bound.

୬: ରଞ୍ଜିତ —୬. Adorned.