ଶବ୍ଦାର୍ଥ:

ଖଚା
ଉଚ୍ଚାରଣ: Khachā

ପ୍ରାଦେ. (ସମ୍ବଲପୁର) ବି. (ସଂ. କଚ୍ଛ) —

କଚ୍ଛା — That end of the cloth which is tucked back along the private parts.

(ଯଥା—ତାର ଖଚା ତାକେ ନାଗସାପ ହୋଇଛେ)