ଶବ୍ଦାର୍ଥ:

ଖଚନ
ଉଚ୍ଚାରଣ: Khachana

ସଂ. ବି. (ଖଚ ଧାତୁ+ଭାବ. ଅନ) —

୧: ଧାତୁ ଉପରେ ରତ୍ନାଦି ବସାଇବା କର୍ମ; ଜଡ଼ାଉ— କାମ; କୁନ୍ଦନ —୧. Gem-setting.

୨: ଚିତ୍ରଣ; ଅଙ୍କନ (ହି. ଶବ୍ଦସାଗର) — ୨. Drawing.