ଶବ୍ଦାର୍ଥ:
ଖଚଡ଼ାଙ୍ଗୀ — ଉଚ୍ଚାରଣ: Khachaṟḍ̠āṅgi খেচড়ামি खचड़ाङ्गि
ଗ୍ରା. ବିଣ —
୧: ବଗୁଲିଆ ପଣିଆଁ; ଦୁଷ୍ଟାମି — ୧. Wickedness.
୨: ଛୋକାରିଆ ପଣିଆ — ୨. Indecency.
୩: ମନ୍ଦ ଆଚରଣ; ନଷ୍ଟ ଚରିତ୍ର — ୩. Immoral conduct.
୪: ବ୍ୟଭିଚାର —୪. Adultery.