ଶବ୍ଦାର୍ଥ:

ଖଚଡ଼ାଙ୍ଗୀ
ଉଚ୍ଚାରଣ: Khachaṟḍ̠āṅgi
খেচড়ামি खचड़ाङ्गि

ଗ୍ରା. ବିଣ —

୧: ବଗୁଲିଆ ପଣିଆଁ; ଦୁଷ୍ଟାମି — ୧. Wickedness.

୨: ଛୋକାରିଆ ପଣିଆ — ୨. Indecency.

୩: ମନ୍ଦ ଆଚରଣ; ନଷ୍ଟ ଚରିତ୍ର — ୩. Immoral conduct.

୪: ବ୍ୟଭିଚାର —୪. Adultery.