ଶବ୍ଦାର୍ଥ:

ଖଚଡ଼ା
ଉଚ୍ଚାରଣ: Khachaṟḍ̠ā
(ଖଚଡ଼ୀ—ସ୍ତ୍ରୀ) খেচড় खचरा; खचड़ा

ଦେ. ବିଣ. ପୁଂ. (ସଂ. ଖଚନ Beams; ସଂ. କଚ୍ଛୁର= ପରସ୍ତ୍ରୀଗାମୀ) —

୧: ବଗୁଲିଆ; ଅତି ଦୁଷ୍ଟ — ୧. Wicked; vicious.

୨: ଛୋକାରିଆ; ଅଶ୍ଳୀଳକାର୍ୟ୍ୟକାରୀ — ୨. Wanton; obscene; indecent.