ଶବ୍ଦାର୍ଥ:

ଖଚଡ଼
ଉଚ୍ଚାରଣ: Khachaṟḍ̠a
খচ্চর खचर

ଦେ. ବି (ସଂ. ଖେସର=ଘୋଡ଼; ସଂ. ଅଶ୍ବଖରଜ= ଖଚର) —

ଘୋଡ଼ା ଓ ଗଧ ସଙ୍ଗମରେ ଉତ୍ପନ୍ନ ଜୀବ; ଅଶ୍ବତର — Mule.

[ ଦ୍ର—ଏମାନେ ସାଧାରଣତଃ ଭାରି କଷ୍ଟସହିଷ୍ଣୁ ଓ ଦୁଷ୍ଟ ହୁଅନ୍ତି]

ବୈଦେ. ବିଣ. (ଫା. ଖଚ୍ଚଡ଼; ତୁଳ.ସଂ. କଚ୍ଛୁର—ପରସ୍ତ୍ରୀଗାମୀ) —

୧: (ଗାଳିବିଶେଷ, ସଙ୍କର; ଦୋମିଶା; ଦୋନୋସଲା — ୧. A person of mixed descent; hybrid.

୨: ବଗୁଲିଆ; ଅତି ଦୁଷ୍ଟ — ୨. Very wicked; wanton; mean.

୩: ଅଶ୍ଳୀଳ; ଛୋକାରିଆ —୩. Indecent.

୪: ଦୁଷ୍ଟସ୍ବଭାବ; ନଷ୍ଟଚରିତ୍ର — ୪. Vicious; immoral.

୫: ଅନ୍ୟମନସ୍କ — ୫. Inattentive; of a roving mind.