ଶବ୍ଦାର୍ଥ:

ଖଚ
ଉଚ୍ଚାରଣ: Khacha
চুকলি. চুগলি चुगल

ଦେ. ବି. —

(ସଂ. କୁଚର=ପରର ଦୋଷ ବାହାର କରିବା ଲୋକ)— ଚୁଗୁଲି; ପରର ଅନିଷ୍ଟ କାମନାରେ ପର ଚ୍ଛିଦ୍ର ବା ତ୍ରୁଟିକୁ ରାଜା ବା ପ୍ରଭୁ ପ୍ରଭୃତିଙ୍କ ଆଗରେ ପ୍ରକାଶ କରିବା — Verbal confidential report of the private matters or defects of a person to his master or superior with a view to injure him behind his back; backbiting; slander.

ଖଚବଚନକୁ ସତ ମଣି କିରେ କବିସୂର୍ଯ୍ୟ. ସଙ୍ଗୀତ