ଶବ୍ଦାର୍ଥ:

ଖଙ୍ଗିବା
ଉଚ୍ଚାରଣ: Khaṅgibā

ପ୍ରାଦେ. (ସମ୍ବଲପୁର) କ୍ରି. —

ନ୍ୟୂନ ହେବା; କମ୍ ହେବା — To become deficient.

(ଯଥା—ଗଣତିରେ ଦଶ ଟଙ୍କା ଖଙ୍ଗିଲା)