ଶବ୍ଦାର୍ଥ:
ଖଙ୍ଗିବା — ଉଚ୍ଚାରଣ: Khaṅgibā
ପ୍ରାଦେ. (ସମ୍ବଲପୁର) କ୍ରି. —
ନ୍ୟୂନ ହେବା; କମ୍ ହେବା — To become deficient.
(ଯଥା—ଗଣତିରେ ଦଶ ଟଙ୍କା ଖଙ୍ଗିଲା)