ଶବ୍ଦାର୍ଥ:

ଖଙ୍ଗଟିଆ
ଉଚ୍ଚାରଣ: Khaṅgaṭiā

ଦେ. ବିଣ. —

୧: ଯେ ଭଲ କଥାକୁ ମନ୍ଦ ଅର୍ଥରେ ଗ୍ରହଣ କରେ —୧. One who misunderstands a thing.

୨: ଅଭିମାନିଆଁ —୨. Prone to take offence at small things.