ଶବ୍ଦାର୍ଥ:

ଖଙ୍ଖ କରିବା
ଉଚ୍ଚାରଣ: Khaṅga Karibā

ଦେ. କ୍ରି —

୧: କୌଣସି କଥାକୁ ଭଲ ଅର୍ଥରେ କହିଲେ ମନ୍ଦ ଅର୍ଥରେ ଗ୍ରହଣ କରିବା — ୧. To misunderstand a thing; to take offence at small things.

ତିଆରିଲେ ପିତା କଥାକୁ କରି ଖଙ୍ଗ କହୁଅଛୁଁ କଥା ଧରି ହୃଦେ ରାଗ କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ

୨: ଦୁଃଖିତ ହେବା —୨. To be displeased or sorry.

ଏ ବାହାରେ ଛ କୋଡ଼ି ସହସ୍ର ତୁରଙ୍ଗ ସେ ଦ୍ରବ୍ୟ କହିବାରେ ମନ କଲେ ଖଙ୍ଗ କୃଷ୍ଣସିଂହ. ମହାଭାରତ