ଶବ୍ଦାର୍ଥ:

ଖଙ୍କାଳ
ଉଚ୍ଚାରଣ: Khaṅkāḻa
খুখা

ଦେ. ବିଣ. (ସଂ. କଙ୍କାଳ) —

ଖାଲି ହେବା ହେତୁରୁ ପେଟର ଉପର ଚମ ଭିତରେ ପଶିଯାଇ କୋରଡ଼ ପରି ଦିଶୁଥିବା (ଉଦର) —(belly) Hollowed towards the back owing to its being empty of food.

ଖଙ୍କାଳ ପେଟ ତାର ପିଠିକି ଲାଗିଛି କୃଷ୍ଣସିଂହ. ମହାଭାରତ. ଆଦି