ଶବ୍ଦାର୍ଥ:

ଖଙ୍କାର କାଢ଼ିବା
ଉଚ୍ଚାରଣ: Khaṅkārakāṟḍ̠ẖibā

ଦେ. କ୍ରି —

ଅନ୍ୟ ବ୍ୟକ୍ତି ପକାଇ ଥିବା ଛେପ ଖଙ୍କାରକୁ ଭୂମିରୁ ଉଠାଇ ନେଇ ଉକ୍ତ ସ୍ଥାନକୁ ପରିଷ୍କାର କରିବା —To throw away or cleanse the spittle thrown by another man in a place.

[ଦ୍ର—ଏହା ଅତ୍ୟନ୍ତ ତୁଚ୍ଛକାର୍ଯ୍ୟ ମଧ୍ୟରେ ଗଣ୍ୟ ହୀନ ଭୃତ୍ୟ ଛଡ଼ା ଏ କାର୍ଯ୍ୟ ଅନ୍ୟ କେହି କରେ ନାହିଁ ଏଥିପାଇଁ ମୁଁ ତୁମ୍ଭର ଖଙ୍କାର କାଢ଼ିବାକୁ ପ୍ରସ୍ତୁତ ଅଛିର ଅର୍ଥ ମୁଁ ତୁମ୍ଭର ନୀଚତମ ଘୃଣ୍ୟ ଦାସତ୍ବ କରିବାକୁ ମଧ୍ୟ ପ୍ରସ୍ତୁତ ଅଛି]