ଶବ୍ଦାର୍ଥ:

ଖଙ୍କାରିବା
ଉଚ୍ଚାରଣ: Khaṅkāribā
খখারি দেওরা खखारना

ଦେ. କ୍ରି —

୧: ଗଳଧ୍ଵନିପୂର୍ବକ କାଶି କରି ଗଳା ମଧ୍ୟସ୍ଥ ଖଙ୍କାରକୁ ପାଟିରୁ କାଢ଼ିବା —୧. To throw out spittle after coughing; to hawk.

୨: କାଶିବା ପରି ଗଳଧ୍ଵନି କରିବା — ୨. To clear the throat as by coughing.

୩: ଖଙ୍କା କରିବା (ଦେଖ) ୩. Khaṅkā karibā (See)