ଶବ୍ଦାର୍ଥ:

ଖଙ୍କାର
ଉଚ୍ଚାରଣ: Khaṅkāra
খাকার बलगम; खखार

ଦେ. ବି. (ଖଟ=ଖଙ୍କାର; କିମ୍ବା କାଶିବା ସମୟରେ ଖଁ ଖଁ ଶବ୍ଦରୁ; ତୁଳ ସଂ. କ୍ଷୟକାର) —

କଫ ମିଶ୍ରିତ ଗାଢ଼ ଛେପ; କାଶିଲାବେଳେ ଗଳାରୁ ଯେଉଁ ଗାଢ଼ କ୍ଳେଦ ବାହାରେ — Sputum; phlegm spittle.

ସେ ଋଷିଙ୍କ ମୁଣ୍ଡେ ଖଙ୍କାର ପକାଇଲା କୃଷ୍ଣସିଂହ. ମହାଭାରତ. ବନ