ଶବ୍ଦାର୍ଥ:

ଖଙ୍କା
ଉଚ୍ଚାରଣ: Khaṅkā
খাঁকা सुखा खख

ଦେ. ବିଣ—(ସଂ.କଙ୍କ; କଙ୍କାଳ) —

୧: ଶୂନ୍ୟ — ୧. Empty.

୨: ତୁଚ୍ଛା; ଫମ୍ଫା — ୨. Hollow.

୩: ଭୋକିଲା —୩. Empty-bellied.

୪: ଅର୍ଥଶୂନ୍ୟ; ଧନହୀନ — ୪. Penniless; empty handed.