ଶବ୍ଦାର୍ଥ:

ଖଙ୍କର
ଉଚ୍ଚାରଣ: Khaṅkara

ସଂ. ବି. —

୧: ଚୂର୍ଣ୍ଣକୁନ୍ତଳ — ୧. A ringlet of hair; a curl of hair.

[ଦ୍ର—ଏ ଶବ୍ଦ ଗଞ୍ଜାମରେ ଏ ପର୍ଯ୍ୟନ୍ତ ଚଳୁଅଛି]

୨: କୋରାଏ ବାଳ —୨. A lock of hair. (M.W.)