ଶବ୍ଦାର୍ଥ:
ଖଙ୍କର — ଉଚ୍ଚାରଣ: Khaṅkara
ସଂ. ବି. —
୧: ଚୂର୍ଣ୍ଣକୁନ୍ତଳ — ୧. A ringlet of hair; a curl of hair.
[ଦ୍ର—ଏ ଶବ୍ଦ ଗଞ୍ଜାମରେ ଏ ପର୍ଯ୍ୟନ୍ତ ଚଳୁଅଛି]
୨: କୋରାଏ ବାଳ —୨. A lock of hair. (M.W.)