ଶବ୍ଦାର୍ଥ:

ଖଗ ପିଟିବା
ଉଚ୍ଚାରଣ: Khaga piṭibā

ଦେ. କ୍ରି. —

(କୁମ୍ଭୀର) ତା ଲାଞ୍ଜକୁ ପିଟି ଦେବା — (of a crocodile) To strike (an animal on the bank) with its tail.

[ଦ୍ର—ପାଣିକୂଳରୁ ଅଳ୍ପ ଦୂରରେ ମନୁଷ୍ୟ ବା ଅନ୍ୟ କୌଣସି ଜନ୍ତୁ ଥିଲେ କୁମ୍ଭୀର ତା ଖଗକୁ ସେ ଜନ୍ତୁ ଉପରେ ଏପରି ଯୋରରେ ପିଟି ଦିଏ ଯେ ସେ ଜୀବଟି ସେହି ଆଘାତରେ ପାଣିରେ ପଡ଼େ ଓ କୁମ୍ଭୀର ସେ ଜନ୍ତୁକୁ ଧରି ଖାଏ]