ଶବ୍ଦାର୍ଥ:
ଖଗଲା — ଉଚ୍ଚାରଣ: Khagalā
ପ୍ରାଦେ. (ଗଡ଼ଜାତ) ବିଣ. —
ହସୁରା — Addicted to laughter.
ପ୍ରାଦେ. (ସମ୍ବଲପୁର) ବି. —
ଗଳାର ହଂସୁଲି ପରି ଅଳଙ୍କାର— ବିଶେଷ (ଗୋପୀନାଥ ନନ୍ଦ) —A silver ornament worn round the neck.