ଶବ୍ଦାର୍ଥ:

ଖଗଲା
ଉଚ୍ଚାରଣ: Khagalā

ପ୍ରାଦେ. (ଗଡ଼ଜାତ) ବିଣ.

ହସୁରା — Addicted to laughter.

ପ୍ରାଦେ. (ସମ୍ବଲପୁର) ବି.

ଗଳାର ହଂସୁଲି ପରି ଅଳଙ୍କାର— ବିଶେଷ (ଗୋପୀନାଥ ନନ୍ଦ) —A silver ornament worn round the neck.