ଖଗବୁଲିବାକୁ ଥାନ ନ ହେବା

ଶବ୍ଦାର୍ଥ:

ଖଗବୁଲିବାକୁ ଥାନ ନ ହେବା
ଉଚ୍ଚାରଣ: Khagabulibāku thāna na hebā

ଦେ. ବି.—(କୁମ୍ଭୀରକୁ ଲକ୍ଷ କରି) —

୧: (ଲକ୍ଷଣାର୍ଥ) ଚଳ— ପ୍ରଚଳ ହେବା ପାଇଁ ୟଥେଷ୍ଟ ସ୍ଥାନ ନ ଥିବା — ୧. (figurative) The state of having no sufficient scope to move about freely.

୨: (ଲକ୍ଷଣାର୍ଥ) ମନ ଇଚ୍ଛା ବ୍ୟୟ କରିବାକୁ ଅର୍ଥର ଅନାଟନ ହେବା —୨. (figurative) the state of not having enough money to spend.

୩: (ଲକ୍ଷଣାର୍ଥ) ନିଜର ମନ ମୁତାବକ୍ କାମ କରିବାକୁ ସୁବିଧା ନ ମିଳିବା —୩. (figurative) want of opportunities to do as one likes.

[ଦ୍ର—କୁମ୍ଭୀରର ଶରୀର ଅପେକ୍ଷା ଖଗଟି ବଡ଼ ଥିବାରୁ ୟଥେଷ୍ଟ; ଆୟତନର ଜଳ ନ ହେଲେ କୁମ୍ଭୀର ସ୍ବଚ୍ଛନ୍ଦରେ ପହଁରି ପାରେ ନାହିଁ କିମ୍ବା ଜୀବଙ୍କୁ ଲକ୍ଷ କରି ଖଗକୁ ପିଟିବା ପାଇଁ ସୁବିଧା ପାଏ— ନାହିଁ]