ଶବ୍ଦାର୍ଥ:

ଖଗବଳିଆ
ଉଚ୍ଚାରଣ: Khagabaḻiā

ପ୍ରାଦେ. (ଗଡ଼ଜାତ) ବି —

ବଡ଼ ବଳିଆକୁକୁର — A large breed of wild dogs.

[ଦ୍ର—ଏହା ଦେହ ଧଳା—ପାଣ୍ଡୁରା, ଏ ବିଲୁଆଠାରୁ ବଡ଼]