ଶବ୍ଦାର୍ଥ:

ଖଗଆସନ
ଉଚ୍ଚାରଣ: Khagaāsana

ଦେ. ବି —

୧: (ସଂ. ଖଗାସନ; ଖଗ ଅର୍ଥାତ୍ ଖଗରାଜ ବା ଗରୁଡ଼, ଆସନ ଅର୍ଥାତ୍ ବସିବାର ସ୍ଥାନ ୟାହାଙ୍କର)— ବିଷ୍ଣୁ —୧. Bishṇu who rides on the bird Garuṟḍ̠a.

ଖଗ ଆସନ ଖଗ ପତି ଖଟନ୍ତି ଲକ୍ଷ୍ମୀ ସରସ୍ବତୀ ବଳରାମ ଦାଶ. କମଳଲୋଚନ ଚଉତିଶା

୨: ଯୋଗାସନବିଶେଷ —୨. A posture in J̄oga.

ଖଗ ଆସନରେ ଯେହୁ ରହଇ ସୁବର୍ଣ୍ଣମାଳା ଜପ କରଇ ପ୍ରାଚୀ—ପରଚେଗୀତା