ଶବ୍ଦାର୍ଥ:

ଖଏରଖା
ଉଚ୍ଚାରଣ: Khaerkhā
খয়রখাঁ खयरखाँ

ଦେ. ବିଣ. (ଆ. ଖୈର୍ଖାହ; ଖୈର୍= ଆଚ୍ଛା; ଭଲ) —

୧: ଶୁଭାକାଂକ୍ଷୀ —୧. Well-wisher.

୨: ବଡ଼ ଲୋକଙ୍କ ମୁଖନିଃସୃତ ସବୁ କଥାରେ ଯେ 'ଆଚ୍ଛା' 'ଆଚ୍ଛା' ବା 'ହଁ ହଁ' ମାରେ, ଯେ ସବୁ କଥାରେ 'ହାଁ ଜୀ' 'ହାଁ ଜୀ' କରେ — ୨. Toady; hanger-on.