ଶବ୍ଦାର୍ଥ:

ଖଉରିବା
ଉଚ୍ଚାରଣ: Khauribā

ଦେ. କ୍ରି. (ସଂ. କ୍ଷୌର) —

କ୍ଷୌର କରିବା — To shave.

ଲାଜ ନ ଥାଏ ଯେଉଁ ମୁହଁକୁ ଭଣ୍ଡାର ନ ଥାଏ ଖଉରିବାକୁ—ଢଗ